ଫତେ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.—(ଆରବୀ - ଫତହ୍= ବିଜୟ) ସମ୍ପାଦନା

୧. ଜୟ କରିବା; ଜିଣିବା —୧. To win.
୨. ସମାଧା କରିବା — ୨. To accomplish.
୩. କାର୍ଯ୍ୟସିଦ୍ଧ କରିବା —To succeed in doing a work.

ଏକା ଇନ୍ଦ୍ରଜିତ କାମ ଫତେ କରି ଦେବ— ନୀଳକଣ୍ଠ ଦାଶ. ପିଲାଙ୍କ ରାମାୟଣ