ଫତେଖାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫତେ ନବାବ୍, ଫତେ ବାବୁଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି—(ବ୍ୟଙ୍ଗ)—(ଆରବୀ - ଫତହ୍, ଫତେ=ବିଜୟ) ସମ୍ପାଦନା

୧. ଜୟଲାଭ କରିଥିବା ସେନାପତି — A victorious general.

ତିନି ଅଲଗା ଫତେଖାଁ—ଢ଼ଗ

(ଏ ଢଗର ଅର୍ଥ ଏହି ଯେ—ଯେଉଁ କାର୍ଯ୍ୟର ତନଖିବାର ଭାର ତିନି ଜଣ ବ୍ୟକ୍ତିଙ୍କ ଉପରେ ଥାଏ ସେ କାର୍ଯ୍ୟ ବିଗିଡ଼େ)

୨. ଆଡ଼ମ୍ୱର ଯୁକ୍ତ ନାମଧାରୀ ବ୍ୟକ୍ତି — ୨. A person with a big-sounding name.
୩. ପରାନ୍ନପୁଷ୍ଟ ଓ ଆଡ଼ମ୍ୱରଯୁକ୍ତ ବ୍ୟକ୍ତି —୩. A perosn who lives on the bounty of another and assumes airs.