ଫତୁଆ
ଫତୁଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଫତୁଆ
|
(ଫତୁ—ଅନ୍ୟରୂପ)
ଦେଶଜ - ବିଶେଷଣ - (ତୁଳନା କର ବିପରୀତାର୍ଥକ ଆରବୀ ଫତହୂ= ପରାନୁଗ୍ରହ; ଆରବୀ - ଫତୁର୍=ଅସାମର୍ଥ୍ୟ)
ସମ୍ପାଦନା- ୧. ବ୍ୟର୍ଥ— ମନୋରଥ; ଅକୃତ କାର୍ଯ୍ୟ —୧. Having one's aims unfulfilled; unsuccessful.
ଫତୁଆ ନୁହଟି ବୋଲେ ଜଗଦ୍ଦବ ହରିଚନ୍ଦନ ଏ ଗୀତ କବିସୂର୍ଯ୍ୟ କିଶୋରୀ ଚମ୍ପୁ ଫ ଗୀତ
- ୨. ହଟହଟା; ଅପବାଦଗ୍ରସ୍ତ; କଳଙ୍କ ଯୁକ୍ତ — ୨. Defamed; maligned.
- ୩. ପରାସ୍ତ; ପରାଜିତ —୩. Defeated; vanquished.
ଫତୁଆ ହେବୁ କି ସେ କାମ ଅମଳ ମତୁଆଳ ଯୁବା ତୁଲେ କବିସୂର୍ଯ୍ୟ ସଙ୍ଗୀତ
- ୪. ଅପ୍ରସ୍ତୁତ —୪. Unprepared for any contingency; reduced to an awkward predicament.
- ୫. ମିଥ୍ୟାବାଦୀ; ମିଛୁଆ; ଯେ ଆପଣାର କଥା ପାଳି ନ ପାରେ — ୫. Liar; unable to carry out one's promise; false to one's promise.
ଦେଶଜ - ବିଶେଷ୍ୟ -
ସମ୍ପାଦନାଫତେଇ (ଦେଖ) - — Phatei (See)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ଫତ୍ୱା)
ସମ୍ପାଦନାମୁସଲମାନ କାଜୀ ବା ମୁଲ୍ଲାଙ୍କର ରାୟ ବା ବ୍ୟବସ୍ଥାପତ୍ର —Judgment of a Mohomedan judge or priest; futwa; a religious prescription.