ଫଣ ଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫଣକର,ଫଣବାନ୍, ଫଣଭୃତ୍, ଫଣାକର, ଫଣାଧାର, ଫଣାଭୃତ୍, ଉଣାବାନ୍'ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ପୁଂ—(ଫଣ+ଧୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଫଣୀ; ଫଣା ଥିବା ସର୍ପ(ନାଗ, ଗୋଖର, ତମ୍ପ) —Hooded snake (e. g cobra de capello).