ପ୍ରାଦେଶିକ - (ଗଞ୍ଜାମ) ବି—(ତୁଳ. ବଙ୍ଗାଳୀ - ଫାଡ଼ା)
ସମ୍ପାଦନା
- ୧. ମାରାତ୍ମକ ଦଶା; ଆସନ୍ନ ମୃତ୍ୟୁ ଅବସ୍ଥା; ମୁମୁର୍ଷୁ ଅବସ୍ଥା — ୧. Fatal condition; moribund state.
- ୨. ଜ୍ୟୋତିଷ ଗଣନାନୁସାରେ ମୃତ୍ୟୁଯୋଗ; ରିଷ୍ଟ — ୨. A conjunction of planets in one's horoscope leading to his death.