ଫଣୀ ଭୁଷଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ବହୁବ୍ରୀହି; ଫଣିନ୍+ଭୁଷଣ) ମହାଦେବ; ଶିବ —Ṡiba.
୨. (ରୂପକକର୍ମଧା) ସର୍ପରୂପ ଅଳଙ୍କାର; ଭୂଷଣରୂପେ ବ୍ୟବହୃତ ସର୍ପ —୨. Snake put on as an ornament (by Ṡiba).