ଫଣୀ ଭୁଷଣ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. (ବହୁବ୍ରୀହି; ଫଣିନ୍+ଭୁଷଣ) ମହାଦେବ; ଶିବ —Ṡiba.
୨. (ରୂପକକର୍ମଧା) ସର୍ପରୂପ ଅଳଙ୍କାର; ଭୂଷଣରୂପେ ବ୍ୟବହୃତ ସର୍ପ —୨. Snake put on as an ornament (by Ṡiba).