ଫଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଣିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଫଣ+ଇନ୍; ପଣିନ୍ ଶବ୍ଦ, ୧ମା ୧ବ) ସମ୍ପାଦନା

ଯାହାର ଫଣା ଥାଏ — Hooded.

ବିଶେଷ୍ୟ - ସମ୍ପାଦନା

ସର୍ପ — Serpent.