ଫଡ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ଉଡ଼ିବା ସମୟରେ ଫଡ଼୍ ପଡ଼୍ ଶଦ୍ଦ କରିବାରୁ ସଂସ୍କୃତ - ପତାକା) ସମ୍ପାଦନା

ପତାକା — Flag.

ବାନ୍ଧୁ ସେ ପଛେ ଫଡ଼କା ବାନା ଯେତେ ହୋଇଲେ ଲଡ଼କା ସନା ବ୍ରଜନାଥ, ସମରତରଙ୍ଗ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ହିନ୍ଦୀ - ବାଂଶଫଟାକା) ସମ୍ପାଦନା

ଫସଲ ନଷ୍ଟ କରୁଥିବା ପଶୁମାନଙ୍କୁ ହୁରୁଡ଼ାଇବା ନିମନ୍ତେ ବ୍ୟବହ଼ୃତ ବାଦ୍ୟବିଶେଷ —A kind of sound-producing contrivance made of bamooo for scaring away wild bests which ravage crops.


[ ଦ୍ର—ଆଠ ଦଶ ହାତ ଲମ୍ୱା କଣ୍ଟାବାଉଁଶର ମୂଳ ପଟରୁ ୨ ୪: ହାତ ପର୍ଯ୍ୟନ୍ତ ଫାଳେଇ ଗୋଟିଏ ଫାଳର ଅଗରେ ଦଉଡ଼ି ଲଗାଇ ସେ ଦଉଡ଼ିକୁ ନିକଟବର୍ତ୍ତୀ ଭାଡ଼ିଭିତରେ ଥିବା ଲୋକ ଧରିଥାଏ; ବାଉଁଶଟି ପୋତା ହୋଇଥାଏ ଦଉଡ଼ିକୁ ଟାଣି ଛାଡ଼ିଦେଲେ ଦଉଡ଼ିବନ୍ଧା ଫାଳଟି ଆର ଫାଳରେ ବାଜି ଖୁବ୍ ଉଚ୍ଚ ଫଟ୍ ଶବ୍ଦ ଉତ୍ପନ୍ନ କରେ ସେ ଶବ୍ଦ ଶୁଣିରେ ରାତିରେ ଫସଲ ଖାଇବାକୁ ଆସୁଥିବା ଜନ୍ତୁମାନେ ହୁରୁଡ଼ି କରି ପଳାନ୍ତି ]