ଫଡ଼ିକାର
ଫଡ଼ିକାର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ରାଜାଙ୍କ ଭୃତ୍ୟବିଶେଷ (ଯେଉଁମାନେ ଥାଳିରେ ସଜ୍ଜିତ କର୍ପୂର, ଚନ୍ଦନ, ପାନଖିଲ ଆଦି ଧରି ରାଜାଙ୍କ ସଙ୍ଗେ ଥାଆନ୍ତି) —Servents who bear plantes holding betel and scents; tray-bearer.
- ୨. ଯେ ଖଣ୍ଡାରେ ଖେଳ ଦେଖାଏ —୨. Sword-player.
- ୩. ଖଡ଼୍ଗଧାରୀ ବ୍ୟକ୍ତି (ମାଦଳା ପାଞ୍ଜି) —୩. Swordsman.