ଫଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଫଳକ) ସମ୍ପାଦନା

୧. ଖଣ୍ଡା — ୧. Sword.
୨. ପାଇକମାନେ ଖେଳିବାର କାଠ ଖଣ୍ଡା —୨. A wooden sword used for mimic sword-playing exercises.
୩. କର୍ପୁର, ଚନ୍ଦନ, ପାନଖିଲ ଆଦି ସଜ୍ଜିତ ଥିବା ଥାଳି — ୩. Plate or tray for holding scents and betel.
୪. ଢାଲ —୪. Shield.