ଫଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

(ଫାଡ଼ିବା କ୍ରିୟାର ଣିଜନ୍ତ ରୂପ) — The causative form of phāṟḍ̠ibā

୧. ଅନ୍ୟ ବ୍ୟକ୍ତିଦ୍ୱାରା ଫାଡ଼ିବା କ୍ରିୟା କରାଇବା — ୧. To cause to be split.
୨. ପୃଥକ୍ ବା ବିଭକ୍ତ କରାଇବା — ୨. To cause to be separated.
୩. ଚିରାଇବା —୩. To cause to tear.