ଫଡ଼ଫଡ଼ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ପରଫରାୟତେ) ସମ୍ପାଦନା

୧. ପକ୍ଷୀମାନେ ଡେଣା ବାଡ଼େଇବାଦ୍ୱାରା ଶବ୍ଦ କରିବା; ଫଡ଼ ଫଡ଼ ଶବ୍ଦ କରିବା — ୧. To flutter; to make a fluttering sound; to flap the wings.
୨. ବାଜେ କଥା ଗପିବା — ୨. To talk irelevantly.
୩. ଔତ୍ସୁକ୍ୟ ସହିତ ଗପିବାଦ୍ୱାରା ଆପଣାର ହୃଦୟହୀନତା ପ୍ରକାଶ କରିବା —୩. To be loquacious or garrulous; to show signs of light-heartedness by one's garrulity.
୪. ଇତସ୍ତତଃ ହୋଇ ଚଞ୍ଚଳ ଗତି କରବି; ଫର ଫର ହେବା; ଅସ୍ଥିର ହେବା —୪. To move with restlessness; to be restless.