ଫଡ଼ଫଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫଡ଼ଫଡ଼ୀ, ଫଡ଼ଫଡ଼େଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ସମ୍ପାଦନା

୧. ଫଡ଼ ଫଡ଼ ଶବ୍ଦ କରୁଥିବା — ୧. Making a fluttering or flapping sound.
୨. (ପୁଂ) ବାଚାଳ — ୨. Loquacious; garrulous.
୩. (ପୁଂ) ତୁରୁତୁରିଆ; ଚଞ୍ଚଳ; ଅସ୍ଥିର — ୩. Restless; hasty.