ଫଡ଼ଫଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଡ଼ଫାଡ, ଫଡ଼ର ଫଡ଼ର—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ ସମ୍ପାଦନା

୧. ଲୁଗା ଚିରିବାର ଶବ୍ଦ — ୧. Sound of tearing cloth.
୨. ପକ୍ଷୀ ପ୍ରଥମେ ଉଡ଼ିବା ସମୟରେ ଡେଣାକୁ ବାଡ଼େଇବାର ଶବ୍ଦ — ୨. The sound of flapping of wings; fluttering sound.
୩. ଆମଦୋଷରୁ ଅଧୋବାୟୁ ସହିତ ମଳ ବାହାରିବାର ଶବ୍ଦ — ୩. The sound produced by wind mind mixed with stool during evacuation.
୪. ଆଗ ପଛ ନ ବିଚାରି ଅନର୍ଗଳ ଗପିବା — ୪. Talking garrulously.
୫. ପତାକା ପ୍ରଭୃତିର ଉଡ଼ିବାର ଶବ୍ଦ — ୫. The fluttering sound of flags.

କୁରୁ ସଇନ୍ୟେ ଗଜଶ୍ରେଣୀରେ ପତାକା ଭଡ଼ି ଉଚ୍ଚେ କରିଲେ ଫଡ଼ି ଫଡ଼ ଉକା—କୃଷ୍ଣସିଂହ. ମହାଭରତ ଭୀଷ୍ମ