ଫଟେଇ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ପୁଟ୍ ଧାତୁ) ସମ୍ପାଦନା

୧. ଗୁଡାଏ ବୃଥାରେ ବକିବା; ଗପିବା — ୧. To prattle; to babble; to talk much.
୨. ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରିବା — ୨. To ask questions with persistence.