ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଫଟେଇ ହେବା
ଭାଷା
ଦେଖିବେ
ସମ୍ପାଦନା
ଫଟେଇ ହେବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ପୁଟ୍ ଧାତୁ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Phaṭei hebā
ଆଇ.ପି.ଏ.
— pʰˈʌʈewˌi hˈewba
ଅନୁବାଦ
ସମ୍ପାଦନା
ଫଟେଇ ହେବା
ହିନ୍ଦୀ:
फटहा होना
ଦେଶଜ - କ୍ରି—(ବ୍ୟଙ୍ଗାର୍ଥ; ସ୍ତ୍ରୀ ଭାଷା; ସ୍ପୁଟ୍ ଧାତୁ)
ସମ୍ପାଦନା
୧. ଗୁଡାଏ ବୃଥାରେ ବକିବା; ଗପିବା — ୧. To prattle; to babble; to talk much.
୨. ଯିଗର କରି ଉପର୍ଯ୍ୟୁପରି ପ୍ରଶ୍ନ କରିବା — ୨. To ask questions with persistence.