ଫଟେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ସଂସ୍କୃତ - ସ୍ଫୁଟ୍ ଧାତୁ) ସମ୍ପାଦନା

୧. ଫାଟିବା କ୍ରିୟାର ଣିଜନ୍ତ ରୂପ — The causative form of 'phāṭibā'.
୧. ଫାଡ଼ିବା —୧. To split.
୨. ବୀଦୀର୍ଣ୍ଣ କରିବା; ଭାଙ୍ଗିବା — ୨. To break; to crack.

ଫଟାଇବ ବାଜିଲେ ସବୁ ଜନ ମୁଣ୍ଡ କୃଷ୍ଣସିଂହ—ମହାଭାରତ ବନ

୩. ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ଘଟାଇ ପୃଥକ କରାଇବା —୩. To cause two persons to separate by bringing about dissensions.
୪. ଚିରି ଦେବା —୪. To tear.
୫. ଦୁଇ ବ୍ୟକ୍ତିଙ୍କ ବା ବସ୍ତୁକୁ ପୃଥକ କରିଦେବା — ୫. To cause two persons or things to separate.
୬. (ଲକ୍ଷଣାର୍ଥ) ବିନାଶ କରିବା; ଲୋପ କରିବା — ୯. (figurative) To destroy.

ଫଟାଇ ଦିଅଇ ଧୃତିକି ପ୍ରହାରି କଟାକ୍ଷ କପଟ ବାଣ କବିସୂର୍ଯ୍ୟ. ସଙ୍ଗୀତ

୮. ଫଟାଇ ହେବା (ଦେଖ) - —୮. Phaṭāi hebā (See)