ଫଟାଫଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଅନ୍ୟୋଽନ୍ୟରେ ଫଟାଇବା — ୧. Mutual breaking.

(ଯଥା—ସେ ଦୁହେଁ କଳି କରି ମୁଣ୍ଡ ଫଟା ଫଟି ହେଲେ)

୨. ଚିରା; ଦଦରା —୨. Broken; cracked.