ଫଟାଇବା
ଫଟାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି—(ସଂସ୍କୃତ - ସ୍ଫୁଟ୍ ଧାତୁ)
ସମ୍ପାଦନା- ୧. ଫାଟିବା କ୍ରିୟାର ଣିଜନ୍ତ ରୂପ — The causative form of 'phāṭibā'.
- ୧. ଫାଡ଼ିବା —୧. To split.
- ୨. ବୀଦୀର୍ଣ୍ଣ କରିବା; ଭାଙ୍ଗିବା — ୨. To break; to crack.
ଫଟାଇବ ବାଜିଲେ ସବୁ ଜନ ମୁଣ୍ଡ କୃଷ୍ଣସିଂହ—ମହାଭାରତ ବନ
- ୩. ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ମନୋମାଳିନ୍ୟ ଘଟାଇ ପୃଥକ କରାଇବା —୩. To cause two persons to separate by bringing about dissensions.
- ୪. ଚିରି ଦେବା —୪. To tear.
- ୫. ଦୁଇ ବ୍ୟକ୍ତିଙ୍କ ବା ବସ୍ତୁକୁ ପୃଥକ କରିଦେବା — ୫. To cause two persons or things to separate.
- ୬. (ଲକ୍ଷଣାର୍ଥ) ବିନାଶ କରିବା; ଲୋପ କରିବା — ୯. (figurative) To destroy.
ଫଟାଇ ଦିଅଇ ଧୃତିକି ପ୍ରହାରି କଟାକ୍ଷ କପଟ ବାଣ କବିସୂର୍ଯ୍ୟ. ସଙ୍ଗୀତ
- ୮. ଫଟାଇ ହେବା (ଦେଖ) - —୮. Phaṭāi hebā (See)