ଫଟକ ବିସିନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଫଟକି ବିସିନୀ, ଫଟା ବିସିନୀଅନ୍ୟରୂପ

ଦେଶଜ - ବିଶେଷଣ -(ସଂସ୍କୃତ - ସ୍ଫୁଟ+ବ୍ୟସନୀ) ସମ୍ପାଦନା

ସଉକିନିଆଁ; ସୌଖୀନ୍ ଶୁଭ୍ର ବେଶଧାରୀ (ବ୍ୟକ୍ତି) — Foppish.

ଦେଶଜ - ବିଶେଷ୍ୟ - ସମ୍ପାଦନା

ସଉଖୀନ୍ ଶୃଭ୍ର ବେଶଧାରୀ ବ୍ୟକ୍ତି — Beau; fop; coxcomb.