ଫଗୁ ଦଶମୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଫାଲ୍ଗୁନ ମାସର ଶୁକ୍ଳ ଦଶମୀ —The ୧୦th day of the bright fortnight of the month of Phālguna.

[ ଦ୍ର—ଫଗୁଦଶମୀ ଦିନ ରାଧାକୃଷ୍ଣଙ୍କ ବିଗ୍ରହଙ୍କର 'ଭିତର ଫଗୁ' ଉତ୍ସବ ହୁଏ, ଅର୍ଥାତ୍ ସେ ଦିନ ମନ୍ଦିରରେ ଥିବା ଅବସ୍ଥାରେ ରାଧାକୃଷ୍ଣ ବିଗ୍ରହଙ୍କ ଉପରେ ଫଗୁ ପକାଯାଏ ଓ ତତ୍ପର ଦିନଠାରୁ ବିଗ୍ରହମାନଙ୍କୁ ବାହାର କରାଯାଇ କରାଯାଇ ୫ ଦିନ ଦୋଳଯାତ୍ରା ଉତ୍ସବ କରାଯାଏ]