ଫଗୁ ଦଶମୀ
ଫଗୁ ଦଶମୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଫଗୁ ଦଶମୀ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଫାଲ୍ଗୁନ ମାସର ଶୁକ୍ଳ ଦଶମୀ —The ୧୦th day of the bright fortnight of the month of Phālguna.
[ ଦ୍ର—ଫଗୁଦଶମୀ ଦିନ ରାଧାକୃଷ୍ଣଙ୍କ ବିଗ୍ରହଙ୍କର 'ଭିତର ଫଗୁ' ଉତ୍ସବ ହୁଏ, ଅର୍ଥାତ୍ ସେ ଦିନ ମନ୍ଦିରରେ ଥିବା ଅବସ୍ଥାରେ ରାଧାକୃଷ୍ଣ ବିଗ୍ରହଙ୍କ ଉପରେ ଫଗୁ ପକାଯାଏ ଓ ତତ୍ପର ଦିନଠାରୁ ବିଗ୍ରହମାନଙ୍କୁ ବାହାର କରାଯାଇ କରାଯାଇ ୫ ଦିନ ଦୋଳଯାତ୍ରା ଉତ୍ସବ କରାଯାଏ]