ଫଗୁ ଖେଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦୋଳ ସମୟରେ ହିନ୍ଦୁମାନଙ୍କର ପରସ୍ପର ଫଗୁ ଫୋପାଡ଼ାଫୋପଡ଼ି ହେବା ଓ ଦେବବିଗ୍ରହଙ୍କୁ ଫଗୁଲାଗି କରିବା ଉତ୍ସବ —Mutual throwing of red powder and sprikling it on the images of Deities.

ସଖୀ ସଙ୍ଗେ ଖେଳୁଛନ୍ତି ଫଗୁଖେଳ—ରାଧାନାଥ. ନନ୍ଦିକେଶ୍ୱରୀ