ଫଗୁଣ ଫୁଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - . (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଶୂଦ୍ରଜାତିରେ ବଢ଼ିଲା କନ୍ୟା ପ୍ରଥମେ ଶାଶୁଘରୁ ବାପ ଘରକୁ ଫଗୁଣ ମାସରେ ଆସିବା କାର୍ଯ୍ୟ —The act a Ṡūdra girl's coming back to her father's house from the house of her father-in-law after attaining puberty.