ଫଗୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫାଲ୍ଗୁନ) ସମ୍ପାଦନା

ମାଘର ପରବର୍ତ୍ତୀ ଓ ଚୈତ୍ରର ପୂର୍ବବର୍ତ୍ତୀ ଚାନ୍ଦ୍ରମାସ; ଫାଲ୍ଗୁନ ମାସ —The month of Phālguna.

[ ଦ୍ର—ଏ ମାସର ପୂର୍ଣ୍ଣମୀ ଦିନ ଚଦ୍ର ପୂର୍ବଫାଲ୍ଗୁନୀ ନକ୍ଷତ୍ରରେ ଥାଆନ୍ତି ଏ ମାସର ପୂର୍ଣ୍ଣମୀରେ ଦୋଳାଯାତ୍ରା ହୁଏ, ଏହି ମାସର କୃଷ୍ଣ ଚତୁର୍ଦ୍ଦଶୀ ରାତିରେ ଯାଗର ଯାତ୍ରା ହୁଏ ]