ଫକ୍କିକା
ଫକ୍କିକା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) ସମ୍ପାଦନା
- ୧. (ସିଦ୍ଧାନ୍ତ କୌମୁଦୀ ଓ ଭାଷ୍ୟ ଆଦି ଋଷିପ୍ରଣୀତ ଗ୍ରନ୍ଥରେ ବ୍ୟବହୃତ) ଫାଙ୍କି; କୂଟତର୍କ; କୂଟପ୍ରଶ୍ନ —୧. Hair-splitting argument; sophistry; sophism (on topics of Grammar by Pāṇṇini)
- ୨. ତତ୍ତ୍ୱ ନିର୍ଦ୍ଧାରଣାର୍ଥ ପୂର୍ବପକ୍ଷ —୨. A thesis to be miantained in argument.
- ୩. ଚାତୁରୀ —୩. Trick.
- ୪. ମାୟା —୪. Illusion.
- ୫. ପ୍ରତାରଣା —୫. Fraud; cheating.