ଫକୀରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - ସମ୍ପାଦନା

୧. ଫକୀରର ଅବସ୍ଥା ବା ବୃତ୍ତି — ୧. Mendicancy.
୨. ଭିକ୍ଷାବୃତ୍ତି —୨. Beggary.
୩. ଦରିଦ୍ରତା —୩. Poverty.
୪. (ସ୍ତ୍ରୀ) ନାମ—ଅପର୍ତ୍ତିଆଣୀ ବାଳିକାକୁ ଦିଆଯିବା ନାମ — ୪. A name giver to Aparttiāṇī girls.

ବିଶେଷଣ - ସମ୍ପାଦନା

ଫକୀରସମ୍ୱନ୍ଧୀୟ —Appertaing to a Phakīra.