ଫକୀର
ଫକୀର
ଉଚ୍ଚାରଣ
ସମ୍ପାଦନାଫକିରୀ, ଫକିରାଣୀସ୍ତ୍ରୀ
(ଅମୀର—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - ପୁଂ. (ଆରବୀ - ଫକୀର୍)
ସମ୍ପାଦନା- ୧. ମୁସଲମାନ୍ ସନ୍ୱ୍ୟାସୀ ବା ସାଧୁ —୧. A Mahomedan mendicant.
- ୨. ଭିକ୍ଷୁକ —୨. Beggar.
ବୁଲୁଛନ୍ତି ବନେ ଫକୀର ବେଶ ହୋଇ କୃଷ୍ଣିସିଂହ, ମହାଭାରତ ବନ
- ୩. ଅତି ଗରୀବ ଲୋକ — ୩. A very poor man.
ଆନି ଯେ ସନେ କାଲି ସେ ଫକୀର ମଧସୂଧନ, କବିତାବଳି
- ୪. ଅପର୍ତ୍ତିଆଣୀ ପୁରୁଷ ଲୋକଙ୍କୁ ଦିଆଯିବା ନାମ — ୪. A Name given to males who are born after the death of their elders.
(ଫକୀର—ସ୍ତ୍ରୀ)
ବିଶେଷଣ -
ସମ୍ପାଦନା- ୧. ଗରିବ —୧. Poor.
- ୨. ଅଭାବଗ୍ରସ୍ତ —୨. Needy; in want.
- ୩. ଫକୀର ସମ୍ୱନ୍ଧୀୟ —୩. Relating to a Mahomendan mendicant.
- ୪. ଗରିବ ବ୍ୟକ୍ତିର ଉପଯୁକ୍ତ — ୪. Befitting a poor man.