ଫକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ପକା(କ୍କା)ସିଆ—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଆରବୀ - ଫକ୍; ତୁଳ. ସଂସ୍କୃତ - ପିଙ୍ଗ) ସମ୍ପାଦନା

୧. ପିଙ୍ଗଳ; ଫିକା; ପାଣ୍ଡୁର; ବିବର୍ଣ୍ଣ — ୧. Ashy; pale; light-coloured.
୨. ବ୍ୟର୍ଥ —୨. Vain.
୩. ଶୂନ୍ୟ; ଫମ୍ପା — ୩. Empty.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଫିତା —Tape.

ଯଥା—ସୁନାର ହାତକଡ଼ି ଓ ଚମଡ଼ାର ଫକା)