ଫକଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫକ(କ୍କ)ଡ଼ାମି; ଫକ(କ୍କ)ଡ଼, ବାଜି; ଫକ(କ୍କ)ଡଂବାଜିଅନ୍ୟରୂପ

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ) ସମ୍ପାଦନା

୧. ଶଠତା; ଧୀର୍ତ୍ତତା; ଧଡ଼ବାଜୀ — ୧. fraud; deception
୨. ଦୁଷ୍ଟାମି — ୨. Wickedness.
୩. ନିର୍ଦ୍ଧନତା —୩. Poverty.
୪. ଫାଜିଲାମି —୪. Vain-glory.
୫. ଅନ୍ତଃସାରଶୂନ୍ୟତା —୫. Hollowness.
୬. ପ୍ରଗଲ୍ଭତା; ବାଚାଳତା; ଆତ୍ମପ୍ରାଧାନ୍ୟ ଦେଖାଇହେବା; ବାଲିଙ୍ଗି —୬. Bragging; wagging; drollery.
୭. ନୀଚତା —୭. Meanness.

(ଉକଡ଼ିଆ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - ସମ୍ପାଦନା

୧. ନିର୍ଦ୍ଧନ — ୧. Poor.
୨. ବାଚାଳ —୨. Bragging.