ଫଏସଲା
ଫଏସଲା
ଉଚ୍ଚାରଣ
ସମ୍ପାଦନାବୈଦେଶିକ - ବି—(ଫାରାସୀ - ଫୈସଲ୍)
ସମ୍ପାଦନା- ୧. ନିଷ୍ପତ୍ତି; ମୀମାଂସା —୧. Decision.
ଅନୁବାଦ
ସମ୍ପାଦନାଫୟସଲ (ଲା), ଫୈସଲ(ଲା)ଅନ୍ୟରୂପ
- ୨. କାର୍ଯ୍ୟ ସମାଧା —୨. Completion of work.
- ୩. ମକଦମାର ଚୂଡ଼ାନ୍ତ ଆଦେଶ; ଡିଗ୍ରୀ — ୩. Decree of a suit.
- ୪. ଅନାବୃତ ସ୍ଥାନ — ୪. Open place.
- ୫. ମକଦମାର ବିଚାର ଫଳ; ରାୟ —୫. Judgment.
ବିଶେଷଣ -
ସମ୍ପାଦନା- ୧. ମୀମାଂସିତ —୧. Decided.
- ୨. ଅନାବୃତ (ସ୍ଥାନ) —୨. Open.
- ୩. ଫାଙ୍କା ବା ଶୂନ୍ୟ (ସ୍ଥାନ) —୩. Empty (space).
- ୪. ବିସ୍ତୀର୍ଣ୍ଣ; ଲମ୍ୱା ଚଉଡ଼ା —୪. Spacious.
(ଯଥା—ସେଠାରେ ଫଇସଲା ଜାଗା ନାହିଁ)
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନାବଡ଼ିଭୋର; ଫସର ଫାଟିବା ଅବସ୍ଥା — Day-break.