ଫଏଜ୍ଜତି
ଫଏଜ୍ଜତି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଫୈଜ(ଜି)ତ(ତି), ଫଜି(ଜ୍ଜି)ତ(ତି), ଫଜିୟତ(ତି), ଫଜ୍ୟତ(ତି)'
ବୈଦେଶିକ - ବିଶେଷ୍ୟ - (ଆରବୀ - ଫଜୀହତ୍)
ସମ୍ପାଦନା- ୧. କଳଙ୍କ; ଅପଯଶ —୧. Blame; scandal.
- ୨. ଲାଞ୍ଚନା; ଅପମାନ —୨. Disgrace.
- ୩. ଝଗଡ଼ା; ବିବାଦ; କଳି —୩. Quarrel.
- ୪. ଗାଳି; ଶୋଧନ — ୪. Rebuke; scolding; reproach.
ବିଶେଷଣ -
ସମ୍ପାଦନା- ୧. ଗାଳି ଖାଇବାର ଯୋଗ୍ୟ; ନିନ୍ଦ୍ୟ —୧. Blameable; deserving rebuke.
- ୨. ତିରସ୍କୃତ —୨. Rebuked.