ଫଉଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଫଉଲିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ସ୍ଫାୟ ଧାତୁ; ସ୍ଫୀତ) ସମ୍ପାଦନା

୧. ସ୍ଫୀତହେବା; ଫୁଲିଯିବା —୧. To be swollen.
୨. ଫମ୍ପା ହୋଇ ଫୁଲିଯିବା —୨. To be puffed up with an empty interior.