ଫଉଜଦାରି ସୁପର୍ଦ୍ଦ

ଫଉଜଦାରି ସୁପର୍ଦ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫଉଜଦାରି ସମ୍ପର୍ଦ୍ଦ, ଫଉଜଦାରି ସୋପର୍ଦ୍ଦ, ଫୌଉଜଦାରି ସୁପର୍ଦ୍ଦଅନ୍ୟରୂପ

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଫଉଜ୍ଦାରୀ+ସୋପର୍ଦ) ସମ୍ପାଦନା

ମାଜିଷ୍ଟ୍ରେଟଙ୍କ ବିଚାରାଧୀନ (ନକଦ୍ଦମା); ବିଚାର ନିମନ୍ତେ ମାଜିଷ୍ଟ୍ରେଟଙ୍କ ନିକଟକୁ ପୁଲିସଦ୍ୱା ପ୍ରେରିତ (ଅପରାଧୀ ବା ମୁଦାଲା) — (an accused or a case) Committed to the court of a Magistrate for trial.