ଫଉଜଦାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଫଉଜଦାରି, ଫୌଜଦାରି, ଫୌଦାରି—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଫୌଜ୍ଦାରୀ) ସମ୍ପାଦନା

୧. ଅପରାଧଘଟିତ ମକଦମା —୧. Criminal case.
୨. ଅପରାଧ — ୨. Criminal offence.
୩. ଅପରାଧସଂକ୍ରାନ୍ତ ମକଦମାର ବିଚାର — ୩. Trial of criminal cases.
୪. ଅପରାଧଘଟିତ ମାଡ଼ପିଟ —୪. Criminal affray.

[ଦ୍ରଷ୍ଟବ୍ୟ —ମୋଗଲ ଶାସନରେ ଶାସନ ବିଭାଗ ୩ ଶ୍ରେଣୀରେ ବିଭକ୍ତ ହୋଇଥିଲା ଯଥା—୧ ଅପରାଧସମ୍ୱନ୍ଧୀୟ ବା ଫୌଜଦାରୀ — Criminal, :୨. କ୍ଷତିପରଣସମ୍ୱନ୍ଧୀୟ ବା ଦେବାନି —Civil. ଓ ୩ ରାଜସମ୍ୱବନ୍ଧୀୟ ବା ମାଲ୍ —Revenue.]

ବିଶେଷଣ - ସମ୍ପାଦନା

୧. ଅପରାଧଘଟିତ ମକଦ୍ଦମାସମ୍ୱନ୍ଧୀୟ — ୧. Relating to crimanal case.
୨. ମାଜିଷ୍ଟ୍ରେଟସମ୍ୱନ୍ଧୀୟ — ୨. Relating to the Magistrate.