ଫଇସଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବୈଦେଶିକ - ବି—(ଫାରାସୀ - ଫୈସଲ୍) ସମ୍ପାଦନା

୧. ନିଷ୍ପତ୍ତି; ମୀମାଂସା —୧. Decision.

ଅନୁବାଦ ସମ୍ପାଦନା

ଫୟସଲ (ଲା), ଫୈସଲ(ଲା)ଅନ୍ୟରୂପ

୨. କାର୍ଯ୍ୟ ସମାଧା —୨. Completion of work.
୩. ମକଦମାର ଚୂଡ଼ାନ୍ତ ଆଦେଶ; ଡିଗ୍ରୀ — ୩. Decree of a suit.
୪. ଅନାବୃତ ସ୍ଥାନ — ୪. Open place.
୫. ମକଦମାର ବିଚାର ଫଳ; ରାୟ —୫. Judgment.

ବିଶେଷଣ - ସମ୍ପାଦନା

୧. ସୀମାଂସିତ —୧. Decided.
୨. ଅନାବୃତ (ସ୍ଥାନ) —୨. Open.
୩. ଫାଙ୍କା ବା ଶୂନ୍ୟ (ସ୍ଥାନ) —୩. Empty (space).
୪. ବିସ୍ତୀର୍ଣ୍ଣ; ଲମ୍ୱା ଚଉଡ଼ା —୪. Spacious.

(ଯଥା—ସେଠାରେ ଫଇସଲା ଜାଗା ନାହିଁ)

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

ବଡ଼ିଭୋର; ଫସର ଫାଟିବା ଅବସ୍ଥା — Day-break.