ଫଁ ଫଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଫଁଅଁ, ଫଁଅଁ ଫଁଅଁଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ ସମ୍ପାଦନା

୧. ସର୍ପ ଗର୍ଜ୍ଜନର ଶବ୍ଦ — ୧. Hissing sound (as of snakes).

ତମ୍ପପ୍ରାୟେ ଫଁ ଫଁ ସ୍ୱନେ ନିଶ୍ୱାସି ସଘନେ ଆସୁଛନ୍ତି ପରିଜନେ ରାଧାନାଥ, ମହାଯାତ୍ରା

୨. କ୍ରୋଧରେ ଘନ ଘନ ନିଶ୍ୱାସ ମାରିବାର ଶବ୍ଦ —୨. Repeated hissing sound of an enraged person.