ଫଁ ଫଁ

ଉଚ୍ଚାରଣ

ସମ୍ପାଦନା

ଫଁଅଁ, ଫଁଅଁ ଫଁଅଁଅନ୍ୟରୂପ

ଅନୁବାଦ

ସମ୍ପାଦନା

ଦେଶଜ - (ଧ୍ୱନ୍ୟନୁକରଣ) ଅ

ସମ୍ପାଦନା
୧. ସର୍ପ ଗର୍ଜ୍ଜନର ଶବ୍ଦ — ୧. Hissing sound (as of snakes).

ତମ୍ପପ୍ରାୟେ ଫଁ ଫଁ ସ୍ୱନେ ନିଶ୍ୱାସି ସଘନେ ଆସୁଛନ୍ତି ପରିଜନେ ରାଧାନାଥ, ମହାଯାତ୍ରା

୨. କ୍ରୋଧରେ ଘନ ଘନ ନିଶ୍ୱାସ ମାରିବାର ଶବ୍ଦ —୨. Repeated hissing sound of an enraged person.