ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବ୍ୟଞ୍ଜନ ବର୍ଣ୍ଣମାଳାର ଦ୍ୱାବିଂଶ ବର୍ଣ୍ଣ ଏଥିର ଉଚ୍ଚାରଣ ସ୍ଥାନ ଓଷ୍ଠ ମିଳିତ ଓଷ୍ଠଦ୍ୱୟ ପ୍ରଶ୍ୱାସର ଶକ୍ତିଦ୍ୱାରା ମେଲା ହେଲେ ଏ ଧ୍ୱନି ଉଚ୍ଚାରିତ ହୁଏ —The ୨୨nd consonant corresponding to 'ph' or 'f'.

ସଂସ୍କୃତ - ବି—(ସ୍ଫାୟ ଧାତୁ=ପ୍ରବଳ ହେବା+ଅ) ସମ୍ପାଦନା

୧. (+ଭାବ. ଅ) ସ୍ଫୀତି; ଫୁଲି ଉଠିବା — ୧. Swelling; expansion.
୨. (+କର୍ତ୍ତୃ. ଅ)— ଝଞ୍ଜାବାତ; ଝଟିକା; ଝଡ଼ — ୨. Tempest; gale.
୩. (+ଭାବ. ଅ) ଜୃମ୍ଭଣ; ହାଇ —୩. Yawning.
୪. ଫଳବତ୍ତା; ଉର୍ବରତା — ୪. Fruitfulness; fertility.
୫. (ଫକ୍କ୍ ଧାତୁ=ବିକଳ ହେବା+ଭାବ ବା କରଣ. ଅ)— କଟୁଭାଷଣ; କର୍କଶ ବାକ୍ୟ —୫. Harsh speech.
୬. ଫୁତ୍କାର; ଫୁଙ୍କିବା — ୬. Blowing air through the mouth; whiffing.
୭. ନିଷ୍ଫଳ ବା ନିରର୍ଥକ ବାକ୍ୟ — ୭. Nonsensical words.