ପ୍ଲଟିଙ୍ଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ ପ୍ଳଟିଙ୍ଗ୍) ସମ୍ପାଦନା

ଫଲ୍ଡ ବୁକ୍ରେ ଲିଖିତ ମାପ ଓ ଉପଦେଶ ଅନୁସାରେ କାଗଜରେ ପେନ୍ସିଲଦ୍ୱାରା ପ୍ରାଥମିକ ନକସା ଚିଠା କରିବା —Plotting of a map according to the field book.

[ଦ୍ରଷ୍ଟବ୍ୟ —କାଗଜରେ ପେନ୍ସିଲଦ୍ୱାରା ପ୍ଲଟିଙ୍ଗ ହୋଇ ସାରିଲେ ରେଖାମାନଙ୍କର ଉପରେ କାଳି ଚଢ଼ାଇବାକୁ ହୁଏ ଏହାକୁ ଇଙ୍କିଙ୍ଗ୍ ବୋଲାଯାଏ, ତତ୍ପରେ ରଙ୍ଗ ଦେବାକୁ ହୁଏ, ଏହାକୁ କଲରିଙ୍ଗ୍ ବୋଲାଯାଏ]