ପ୍ରୟୋଜକ କ୍ରିୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ) ସମ୍ପାଦନା

କରାଇବା ଅର୍ଥବୋଧକ କ୍ରିୟା; ଣିଜନ୍ତ କ୍ରିୟା —(grammar) Causative form of a verb.

[ଦ୍ରଷ୍ଟବ୍ୟ —'କରିବା'ର ପ୍ରୟୋଜକ ରୂପ 'କରାଇବା'; 'ଖାଇବା' —'ଖୋଇବା' ବା 'ଖୁଆଇବା'; 'ଧରିବା'—'ଧରାଇବା', 'ଶୋଇବା' —'ଶୁଆଇବା']