ପ୍ରେରଣାର୍ଥକ କ୍ରିୟା

ପ୍ରେରଣାର୍ଥକ କ୍ରିୟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବି—(ବ୍ୟାକରଣ) ସମ୍ପାଦନା

ଅନ୍ୟଦ୍ୱାରା କୌଣସି କ୍ରିୟା ସାଧନ କରାଇବା କ୍ରିୟା ଯେଉଁ ରୂପଦ୍ୱାରା ସୂଚିତ ହୁଏ; ଯଥା—ଲେଖାଇବା; ଦିଆଇବା — (grammer) Causative form of verbs.