ପ୍ରେମ ପଞ୍ଚାମୃତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଭୂପତି ପଣ୍ଡିତଙ୍କ ରଚିତ ଓଡ଼ିଆ ପଦ୍ୟ ଗ୍ରନ୍ଥ —Title of an Oriya poem by Bhūpati Pandit.

[ଦ୍ରଷ୍ଟବ୍ୟ —ଦିବ୍ୟସିଂହ ଦେବଙ୍କ ୮ମ ଅଙ୍କ ବା ଖ୍ରୀ ୧୬୯୫୯୬: ସାଲରେ ଏ ଗ୍ରନ୍ଥରର ରଚନା ସମାପ୍ତ ହୋଇଥିଲା ଏଥିରେ ରାଧା— କୃଷ୍ଣଙ୍କ ଲୀଳା ଓ ଗୋପୀମାନଙ୍କ ଅହେତୁକୀ ଭକ୍ତି ଓ ରାସକ୍ରୀଡ଼ା ବର୍ଣ୍ଣିତ ହୋଇଅଛି ଏ ଗ୍ରନ୍ଥକୁ ଅରୁଣୋଦୟ ପ୍ରେସ ଓ ପ୍ରାଚୀ ସମିତି ପ୍ରକାଶ କରିଥିଲେ]