ପ୍ରିୟ ସନ୍ଦେଶ
ପ୍ରିୟ ସନ୍ଦେଶ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପ୍ରିୟ+ସନ୍ଦେଶ)
ସମ୍ପାଦନା- ୧. (କର୍ମଧା) ବନ୍ଧୁତାମୟ ସଂବାଦ — ୧. A friendly message.
- ୨. (୬ଷ୍ଠୀ ତତ୍) ପ୍ରେମିକ ବ୍ୟକ୍ତିଦ୍ୱାରା ପ୍ରେରିତ ସଂବାଦ — ୨. A message from a lover.
- ୩. (ବହୁବ୍ରୀହି) ଚମ୍ପକ ବୃକ୍ଷ — ୩. Mitchella Champaka tree (Apte).
ସଂସ୍କୃତ - ବିଶେଷଣ -
ସମ୍ପାଦନା- ୧. (ଦ୍ୱନ୍ଦ) ମନୋହର ଓ ସତ୍ୟ (ବାକ୍ୟ) — ୧. Pleasant though true (Apte).
- ୨. (ବହୁବ୍ରୀହି) ସତ୍ୟ କଥା ଯାହାର ପ୍ରିୟ — ୨. Loving truth.