ପ୍ରିୟଙ୍ଗୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବି(ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) ସମ୍ପାଦନା

୧. ଔଷଧରେ ବ୍ୟବହୃତ ସୁଗନ୍ଧ ଲତାବିଶେଷ — ୧. A fregrant creeper; Agalia Roxburghiana.
୨. ପିପ୍ପଳୀ —୨. Long pepper.
୩. ଧାନ୍ୟବିଶେଷ; କଙ୍ଗୁ ଧାନ୍ୟ — ୩. Panicum Italicum.
୪. ରାଇ; ରାଜିକା (ହିନ୍ଦୀ - ଶ.) — ୪. A large grained mustard.


ଅନୁବାଦ ସମ୍ପାଦନା

୫. କୁଟକୀ; (ହିନ୍ଦୀ - ଶ) କଟୁକା — ୫. Black Hellebore.