ପ୍ରାୟ ଦର୍ଶନ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପ୍ରାୟ+ଦର୍ଶନ)

ସମ୍ପାଦନା

ସଚରାଚର ଦେଖାଯିବା ବିଷୟ; ସାଧାରଣ ଘଟନା — Common or ordinary event.