ପ୍ରାୟେ

ଉଚ୍ଚାରଣ

ସମ୍ପାଦନା

(ପ୍ରାୟକ; ପ୍ରାୟେକ—ଅନ୍ୟରୂପ)

ଗ୍ରାମ୍ୟ - ଅ—(ସଂସ୍କୃତ - ପ୍ରାୟ)

ସମ୍ପାଦନା

ପ୍ରାୟ (ଦେଖ) - — Prāya (See)

ବହୁ ଜିହ୍ୱା ଜନଶ୍ରୁତି କହଇ ଯା ତା ପ୍ରାୟେ ହୁଏ ଅଳୀକ— ରାଧାନାଥ ଯଯାତି