ପ୍ରାପ୍ତ
ପ୍ରାପ୍ତ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷଣ - (ପ୍ର+ଆପ ଧାତୁ+କର୍ମ. ତ)
ସମ୍ପାଦନା- ୧. ଲଧ୍ୱ୍ୱ; ଲାଭ କରା ଯାଇଥିବା; ମିଳିଥିବା — ୧. Obtained; got; received; gained; attained.
ଦେଶଜ - ବିଶେଷଣ -
ସମ୍ପାଦନାଯେଉଁ ବ୍ୟକ୍ତି ପାଇଥାଏ; ଲାଭ କରିଥିବା — Having obtained or attained.
- ୨. ସ୍ଥାପିତ — ୨. Placed; fixed.
- ୩. ଉପଯୁକ୍ତ — ୩. Fit; proper.
- ୪. (+କର୍ତ୍ତୃ. ତ)—ଉପସ୍ଥିତ — ୪. Present; arrived.
- ୫. ଘଟିଥିବା — ୫. Happened.
- ୬. ଗୃହୀତ — ୬. Taken; accepted.
- ୭. ଉତ୍ପନ୍ନ (ହିନ୍ଦୀ - ଶ) — ୭. Produced.