ପ୍ରାନ୍ତ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ତ)

ସମ୍ପାଦନା
୧. ଅନ୍ତ; ଶେଷ ଭାଗ — ୧. End; extremity.
୨. ସୀମା — ୨. Boundary; border.
୩. ଦାଢ଼ — ୩. Edge.
୪. ଦିଗ; ତରଫ (ହିନ୍ଦୀ - ଶବ୍ଦସାଗର) — ୪. Direction; quarter.
୫. (ହିନ୍ଦୀ ଅନୁକରଣରେ ଆଧୁନିକ ପ୍ରୟୋଗ) ପ୍ରଦେଶ — ୫. Province.
୬. (ନାମ) ଋଷିବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. Name of a sage.