ପ୍ରାନ୍ତ
ପ୍ରାନ୍ତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ତ)
ସମ୍ପାଦନା- ୧. ଅନ୍ତ; ଶେଷ ଭାଗ — ୧. End; extremity.
- ୨. ସୀମା — ୨. Boundary; border.
- ୩. ଦାଢ଼ — ୩. Edge.
- ୪. ଦିଗ; ତରଫ (ହିନ୍ଦୀ - ଶବ୍ଦସାଗର) — ୪. Direction; quarter.
- ୫. (ହିନ୍ଦୀ ଅନୁକରଣରେ ଆଧୁନିକ ପ୍ରୟୋଗ) ପ୍ରଦେଶ — ୫. Province.
- ୬. (ନାମ) ଋଷିବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. Name of a sage.