ପ୍ରାଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ରାଣ+ଅଛି ଅର୍ଥରେ ଇନ ବା ପ୍ର+ଅନ୍ ଧାତୁ= ବଞ୍ଚିବା+କର୍ତ୍ତୃ. ଇନ; ୧ମା. ୧ବ.) ସମ୍ପାଦନା

ଚେତନ ; ପ୍ରାଣିବିଶିଷ୍ଟ; ଜୀବିତ — Living; sentient.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଜୀବ; ଜନ୍ତୁ — Animal; living being.

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ବ୍ୟକ୍ତି; ଲୋକ — Person.

ତାଙ୍କ ଘରେ ସେ ତିନି ପ୍ରାଣୀ ଓପାସ କୁନ୍ତଳାକୁମାରୀ, ନଅଭୁଣ୍ଡୀ