ପ୍ରହାର କରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ମାଡ଼ ମାରିବା; ପିଟିବା — ୧. To strike; to beat; to strife.
୨. ଅସ୍ତ୍ର ଶସ୍ତ୍ରାଦିଦ୍ୱାରା ଆଘାତ କରିବା — ୨. To strike with weapons.

ଫିଟାଇ ଦିଅଇ ଧୃତିକି ପ୍ରହାର କଟାକ୍ଷ—କପଟକାଣ ନୋ କବିସୂର୍ଯ୍ୟ. ସଙ୍ଗୀତ