ପ୍ରସୂତା
ପ୍ରସୂତା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ପ୍ରସୂତି, ପ୍ରସୂତିକା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପ୍ର+ସୂ ଧାତୁ+କର୍ତ୍ତୃ. ତ+ସ୍ତ୍ରୀ. ଆ) ସମ୍ପାଦନା
ଯେଉଁ ସ୍ତ୍ରୀ ଅଳ୍ପଦିନ ହେଲା ସନ୍ତାନ ଜନ୍ମ କରିଅଛି; ପୋଖତୀ ହୋଇଥିବା ସ୍ତ୍ରା; ଜାତା— ପତ୍ୟା —Recently confined (a woman) who has been recently deliverd of a child.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା
- ୧. ମାତା; ଜନନୀ —୧. Mother.
- ୨. ଘୋଟକୀ —୨. Mare (Apte)