ପ୍ରସାର
ପ୍ରସାର
ଉଚ୍ଚାରଣ
ସମ୍ପାଦନା(ପ୍ରସାରିତ, ପ୍ରସାର୍ଯ୍ୟ—ବିଣ)
ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ=ଯିବା+ଭାବ. ଅ)
ସମ୍ପାଦନା- ୧. ଇତଃସ୍ତତଃ ଗମନ —୧. Going about.
- ୨. ବ୍ୟାପିବା — ୨. Spreading; expanding; diffusion.
- ୩. ଗମନ —୩. Going; movement.
- ୪. ବିସ୍ତାର —୪. Extension; extent.
- ୫. ଓସାର —୫. Width.
- ୬. ପ୍ରସରଣ; ତୃଣକାଷ୍ଠାଦି ସଂଗ୍ରହ ନିମନ୍ତେ ସୈନ୍ୟମାନଙ୍କର ଇତସ୍ତତଃ ଭ୍ରମଣ —୬. Going out for forage, spreading over the country to forage (Apte).
- ୭. ବହିର୍ଗମନ; ନିର୍ଗମ — ୭. Going forth; exit; issuing forth.
- ୮. (ମୁଖ) ବ୍ୟାଦାନ; ମେଲା କରିବା — ୩. Opening (the mouth) (Apte)
- ୯. (ହାତ ଆଦି) ବଢ଼ାଇବା — ୯. Extending (the hands).
- ୧. ବିକ୍ରୟ ପାଇଁ ପଣ୍ୟ ଦ୍ରବ୍ୟାଦିର ବିସ୍ତାର; ପସରା ମେଲା ଯିବା — ୧୦. Exhibition or exposure of commodities for sale.